ଦୁଷ୍ମନ୍ତ ଫୁଙ୍କିଲେ ଶଙ୍ଖ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଦିନ ତଳେ କଂଗ୍ରେସ ରୁ ଇସ୍ତଫା ଦେଇଥିବା ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱର ର ବିଜେଡିର ମୁଖ୍ୟ କାର୍ଯ୍ୟାଳୟରେ ସେ ବିଜେଡି ଦଳରେ ଯୋଗଦେଇଛନ୍ତି।

ଦୁଷ୍ମନ୍ତ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ ଓ ସ୍ଥାନୀୟ କଂଗ୍ରେସ ନେତୃତ୍ୱକୁ ନେଇ ସେ ଅସନ୍ତୁଷ୍ଟ ଥିବାରୁ କଂଗ୍ରେସ ଦଳ ଛାଡିଛନ୍ତି ବୋଲି କହିଥିଲେ।

Sikshaya
Leave A Reply

Your email address will not be published.