ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ବରୁପାନନ୍ଦ ସରସ୍ବତୀଙ୍କ ଦେହାନ୍ତ

0

ଦ୍ୱାରିକାପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ବରୁପାନନ୍ଦ ସରସ୍ବତୀଙ୍କ ଦେହାନ୍ତ । ୯୯ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ଶଙ୍କରାଚାର୍ଯ୍ୟ । ଦେଶର ଚାରି ଧାମରୁ ଦ୍ୱାରିକାଧାମର ଶଙ୍କରାଚାର୍ଯ୍ୟ ରହିଥିଲେ ସ୍ୱାମୀ ସ୍ୱରୂପାନନ୍ଦ ।

ସନାତନ ଧର୍ମର ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୃତ୍ୟୁରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକବ୍ୟକ୍ତ କରିଛନ୍ତି । ଏଥିସହ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

SOA post below
Leave a comment