୫ ଟି ଗହଣା ଦୋକାନରେ ଇଡି ର ଚଢ଼ାଉ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କଟକ ଭୁବନେଶ୍ୱର ରେ ୫ ଟି ଗହଣା ଦୋକାନରେ ଇଡି ରେଡ଼ କରୁଛି। PNB ଘୋଟାଲା ୧୧,୪୦୦ କୋଟି ରେ ଆଜି ଇଡି ଚଢ଼ାଉ କରିଛି। ଭୁବନେଶ୍ୱର ଇଡିର 5ଟି ଟିମ ଏହି ଚଢ଼ାଉ କରୁଛି। ଗୀତାଞ୍ଜଳୀ ଜେମ୍ସ ସୁନା କାରବାର ସନ୍ଦେହରେ ଚଢ଼ାଉ କରାଯାଉଛି।

Leave A Reply

Your email address will not be published.