ଭାସିଗଲେ ହାତୀ , ଦେଖନ୍ତୁ ଭିଡ଼ିଓ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆଠଗଡରୁ ମହାନଦୀ ପାର ହୋଇ ଚନ୍ଦକା ଆସୁଥିବାବେଳେ ପ୍ରଖର ସ୍ରୋତରେ ହାତୀପଲ ଭିତରୁ ୫ଟିି ହାତୀ ଭାସିଯାଇଥିଲେ । ନଦୀରେ ବନ୍ୟା ଜଳ ଥିବାରୁ ସେମାନେ ପହଁରି ପାରିନଥିଲେ ।

ସୂଚନା ଅନୁଯାୟୀ, ଏକ ହାତୀ ପଲ ଆଠଗଡରୁ ଚନ୍ଦକା ଆସୁଥିଲେ । ବାଟରେ ମହାନଦୀ ପାର ହେବା ସମୟରେ ୫ଟି ହାତୀ ନଦୀ ର ପ୍ରଖର ସ୍ରୋତରେ କିଛିଦୂର ଭାସିଯାଇଥିଲେ । ଏହି ହାତୀ ପଲ ରେ ୨୦ ଟି ହାତୀ ଥିବା ଜଣାପଡିଛି । ଭାସିଯାଇଥିବା ହାତୀ ପୁଣି ଅଠଗଡ ବନଖଣ୍ଡକୁ ଫେରିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.