ଇଡି ସମ୍ପତିକୁ ଆଟାଚ୍ କରିଥିବା ନେଇ ଏଭଳି କହିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ

0

 

ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିବା ଘଟଣାକୁ ନେଇ ମୁଁହ ଖୋଲିଛନ୍ତି ପ୍ରଭାତ l ଇଡିରେ ଥିବା ମାମଲାକୁ ନେଇ ଚିନ୍ତିତ ନୁହନ୍ତି ବୋଲି କହିଛନ୍ତି ପ୍ରଭାତ l ସମୟାନୁସାରେ ସମ୍ପତି କିଣିଛି ଓ ରାଜନୀତି ପାଇଁ ବହୁ ଜମି ବିକିଛି ମଧ୍ୟ l କେଉଁଠି ମଧ୍ୟ ସାମାନ୍ୟତମ ଅନିୟମିତତା ହୋଇନାହିଁ l ଆଇନ ର ପରାମର୍ଶ ନେଇ ଆଗାମୀ ପଦକ୍ଷେପ ନେବି l ମୁଁ ଷଡଯନ୍ତ୍ରର ଶିକାର ହୋଇଥିବା କହିଛନ୍ତି ପ୍ରଭାତ l

SOA post below
Leave a comment