ଦୁଇ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ପେଟ୍ରୋଲପମ୍ପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ଭୁବନେଶ୍ୱର ଖଣ୍ଡଗିରି ଛକରେ ଜଳି ଯାଇଛି ଦୁଇଟି ବସ ।


ସୂଚନା ଅନୁଯାୟୀ, ଆଜି ସକାଳେ ଖଣ୍ଡଗିରି ଛକରେ ଏକ ପେଟ୍ରୋଲ୍ ପମ୍ପ ନିକଟରେ ଦୁଇଟି ପୁରୁଣା ଓ ଅବ୍ୟବହୃତ ବସ ଜଳି ଯାଇଛି । ବସରେ ନିଆଁ ଲାଗିବା କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ୍ ତାର ଲାଗି ବସ୍ ଦୁଇଟି ଜଳି ଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁ ଲିଭାଇ ଥିଲେ।

Leave A Reply

Your email address will not be published.