ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କ ଦେହାନ୍ତରେ ମୁଁ ମର୍ମାହତ: ସଞ୍ଜୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ତଥା କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ନକୁଳ ଚନ୍ଦ୍ର ଦାସଙ୍କ ଦେହାନ୍ତରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଖୁଵ ଦୁଃଖିତ ଓ ମର୍ମାହତ ଥିବା ପ୍ରକାଶ କରିଛନ୍ତି ।

ଶ୍ରୀ ଦାସବର୍ମା କହିଥିଲେ, ସ୍ବର୍ଗତ ଦାସ ଜଣେ ମହାନ ଗାନ୍ଧିବାଦୀ ଭାବେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜଣାଉଛନ୍ତି ।

Leave A Reply

Your email address will not be published.