ବନ୍ୟାଜଳ ଦେଖୁଥିବାବେଳେ ଭାସିଗଲେ ଶିଶୁକନ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବରଗଡ଼ ସଦର ବ୍ଲକ୍ ସରଲା ଗ୍ରାମରେ ବନ୍ୟାଜଳ ଦେଖୁଥିବା ବେଳେ ଜଣେ ଶିଶୁ କନ୍ୟା ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଶିଶୁ ସରଲା ଗ୍ରାମର ଡି ପେଦା ରାଜୁଙ୍କ ଝିଅ ଡି ହର୍ଷିନୀ (୫) ବୋଲି ଜଣାପଡ଼ିଛି। ଗୁରୁବାର ଅପରାହ୍ଣରେ ଦନ୍ତା ନଦୀରେ ସେ ବନ୍ୟାଜଳ ଦେଖୁଥିବାବେଳେ ଭାସିଯାଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ନଦୀରେ ଖୋଜାଖୋଜି ଜାରି ରଖିଥିଲା ।

Leave A Reply

Your email address will not be published.