ଏହି ୩ ନାମର ଝିଅମାନେ ହୋଇଥାନ୍ତି ଅଧିକ ରାଗି ସ୍ୱଭାବର

0

ବହୁତ ରାଗି ହୋଇଥାନ୍ତି ୩ ନାମ ର ଝିଅ ମାନେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ନାମ ର ପ୍ରଥମ ଅକ୍ଷର ଅନୁସାରେ କେଉଁ ଝିଅ କୁ ଅଧିକ କ୍ରୋଧ ଆସେ । ଏମାନଙ୍କ ସ୍ୱଭାବ ରେ ବିନା କାରଣ ରେ ଜ୍ୱଳା ମୂଖୀ ର ରୂପ ଧାରଣ କରି ପାରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ବ୍ୟକ୍ତିତ୍ୱ ତା’ର ନାମ ର ପ୍ରଥମ ଅକ୍ଷର ରୁ ହିଁ ଜାଣି ହୋଇ ଥାଏ ।

+N ନାମର ଝିଅ ମାନେ ବହୁତ ସଫା ହୃଦୟ ର ହୋଇ ଥାନ୍ତି ହେଲେ ଏମାନଙ୍କ ରାଗ ବହୁତ ଖତରନାକ୍ ହୋଇଥାଏ ଏବଂ ଏମାନେ କେତେ ବେଳେ ବି କାହାକୁ କିଛି କହିବା ପୂର୍ବ ରୁ ବୁଝି ନ ଥାନ୍ତି ଯେତେ ବେଳେ ବି ରାଗି ଥାନ୍ତି । ଏମାନଙ୍କ ସ୍ୱଭାବ ବହୁତ ଭଲ ହୋଇ ଥାଏ ହେଲେ ଏମାନେ ବି କେବେ କେବେ ରାଗି ଥାନ୍ତି ଏବଂ ଯେତେ ବେଳେ ସେମାନେ ରାଗନ୍ତି । ସେମାନେ କାହାର ବି ହୋଇ ନ ଥାନ୍ତି ଏମାନେ ସେହି ସମୟ ରେ କିଛି ବି କରି ଦେଇ ଥାନ୍ତି ।

-ସେହି ପରି ଯେଉଁ ମହିଳା ମାନଙ୍କ ନାମ S ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନଙ୍କ ରାଗ ନାକ ଅଗ ରେ ରହି ଥାଏ । ଏମାନଙ୍କୁ ଟିକିଏ ଟିକିଏ କଥା ରେ ରାଗ ବହୁତ ଜଲ୍ଦି ଆସି ଜାଇ ଥାଏ ହେଲେ ଏମାନେ ସ୍ୱଭାବ ରେ ବହୁତ ଭଲ ହୋଇ ଥାନ୍ତି ହେଲେ ବେଳେ ରାଗି ଗଲେ ଏମାନେ କାହାର ବି ନୁହଁଁନ୍ତି । ଏମାନେ ବହୁତ ସୁନ୍ଦର ହୋଇ ଥିବା ବେଳେ ବି ଏମାନେ ବହୁତ କ୍ରୋଧି ହୋଇଥାନ୍ତି ଏମାନେ ବିଶ୍ୱାସ ଜିତିବା ସହିତ ସଫା ହୃଦୟ ର ହୋଇଥାନ୍ତି । ହେଲେ ଟିକିଏ ରାଗି ହୋଇଥାନ୍ତି ।

-ସେହି ପରି M ନାମର ଝିଅ ମାନେ ବି ବହୁତ ରାଗି ହୋଇ ଥାନ୍ତି । ଏମାନେ ବହୁତ ସୁନ୍ଦର ଏବଂ ଚାଲାଖ୍ ହୋଇ ଥାନ୍ତି। ହେଲେ ଏମାନଙ୍କ ସବୁଠୁ ବଡ ଦୁର୍ବଳତା ହେଲା ଏମାନଙ୍କ ରାଗ ଏମାନେ କେବେ ବି ରାଗି ଗଲେ କିଛି କରି ଦେଇ ଥାନ୍ତି ଏମାଙ୍କ ରାଗ ଉପରେ କାହାର ବି କୋଣ୍ଟୋଲ ରହି ନ ଥାଏ ।

SOA post below
Leave a comment