ଅନାଥ ଙ୍କୁ ସାହାଯ୍ୟ ର ହାତ ବଢାଇଲେ ବିଧାୟକ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଅନାଥ ପିଲାଙ୍କ ଦୁଃଖ ଦେଖି ସାହାଯ୍ୟର ହାତ ବଢାଇଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ । ବିଧାୟକ ପ୍ରୀତିରଞ୍ଜନ ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତ ଅଙ୍କୁରାପାଳ ଗ୍ରାମର ନିରାଶ୍ରୟ ପିଲାଙ୍କୁ ଆର୍ଥିକ ସହାୟତ ପ୍ରଦାନ କରିବା ସହିତ ଭଙ୍ଗା ଘର ଭାଙ୍ଗି ନୂଆ ଘର କରିବା ସମସ୍ତ ସାମଗ୍ରୀ ଯୋଗାଇଦେଇଛନ୍ତି।

Leave A Reply

Your email address will not be published.