ଆପଣ ଯେତେ ରୋଜଗାର କଲେ ଅଣ୍ଟୁନି କି ? ବାସ୍ତୁଶାସ୍ତ୍ର ଅନୁସାରେ ଜଣାନ୍ତୁ ଏହାର କାରଣ

0

ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ରହିଥାଏ ଏକ ସୁଖ ଶାନ୍ତିର ଜୀବନ ଯାପନ କରିବା ପାଇଁ। ଏଭଳି କେତେକ ଲୋକ ମଧ୍ୟ ଅଛନ୍ତି ଯିଏ କି ଅର୍ଥ ପାଇବାର ନିଜର ଇଚ୍ଛାକୁ ମଧ୍ୟ ପୂରଣ କରିଥାନ୍ତି, କିନ୍ତୁ ଏକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେତେ ରୋଜଗାର କଲେ ମଧ୍ୟ ସେମାନେ ଏହାକୁ ସଞ୍ଚୟ କରିପାରନ୍ତି ନାହିଁ।

ବସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଏହି କେତୋଟି ନିୟମ ମାନିଲେ ଆପଣ ନିଶ୍ଚିତ ଭାବେ ଅର୍ଥ ସଞ୍ଚୟ କରିପାରିବେ। ଘରର ଅଗ୍ନିକୋଣ ଅଥବା ଉତ୍ତର ପୂର୍ବ ଦିଗରେ ପଇସା ରଖିଲେ ଅର୍ଥର ଅଭାବ ଦେଖା ଯିବା ସହ ପଇସା ସଞ୍ଚୟ ହୋଇପାରେ ନାହିଁ।

ଆମ୍ଭକୁ ଘରର ନୈରୁତ୍ୟ କୋଣ ଅଥବା ଦକ୍ଷିଣ ପଶ୍ଚିମ ମଧ୍ୟ ଦିଗରେ ନିଜର ଅର୍ଥ ସଞ୍ଚୟ କରିବା ଦରକାର କାରଣ ବସ୍ତୁ ଶାସ୍ତ୍ର ଅନୁସାରେ ଏହି ଦିଗ ହିଁ ଅର୍ଥ ସଞ୍ଚୟର ଉପଯୁକ୍ତ କୋଣ ଅଟେ। ଆପଣ ଏହି କେତୋଟି ଛୋଟ ଛୋଟ ନିୟମ ମାନିଲେ ନିଶ୍ଚିତ ଅର୍ଥ ଅଭାବରୁ ବର୍ତ୍ତି ପାରିବେ।

 

SOA post below
Leave a comment