Browsing Category

ଦେଶ- ବିଦେଶ

କାରଖାନାରେ ନିଆଁ ଲାଗି ୪୫ ମୃତ, ୭୦ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀର ଅନାଜ ମଣ୍ଡି ଅଂଚଳରେ ଗତକାଲି ସକାଳେ ଭୟାବହ ଅଗ୍ନିକାଣ୍ଡରେ ୪୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୭୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଭୋର୍‌ ୫ଟା ବେଳେ ଏକ ୪ ମହଲା ବିଶିଷ୍ଟ କୋଠାରେ ଅସୁରକ୍ଷିତ ଭାବେ ଚାଲିଥିବା କାରଖାନାରେ ନିଆଁ ଲାଗିଯିବାରୁ…

ଏନକାଉଣ୍ଟର କରିଥିବା ପୋଲିସଙ୍କ ଉପରେ ଫୁଲ ବର୍ଷାଉଛନ୍ତି ଲୋକେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟର କରିଛି । ତେବେ ଏହି ଘଟଣା ପରେ ପୋଲିସର ଏନକାଉଣ୍ଟର ପରେ ହଇଦ୍ରାବାଦର ଲୋକମାନେ ଖୁସୀ ଅଛନ୍ତି । ସେଠାକାର ବହୁ ମହିଳା ପୁଲିସକର୍ମୀଙ୍କୁ ରାକ୍ଷୀ ବାନ୍ଧିଥିବା…

ଦୁଷ୍କର୍ମ ସ୍ଥାନରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଷ୍କର୍ମ ସ୍ଥାନରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ପୋଲିସ ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରରେ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କୁ ପୋଲିସ…

ତୁଷାରରେ ଧସି ତିନି ଯବାନ ନିଖୋଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାସ୍ଥିତ ସେନା ପୋଷ୍ଟ୍‍ ଉପରେ ତୁଷାର ସ୍ଖଳନ ଘଟିବାରୁ ଭାରତୀୟ ସେନାବାହିନୀର ଅନ୍ୟୂନ ତିନି ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ସେନାବାହିନୀ ସୂତ୍ରରୁ ପ୍ରକାଶ ପାଇଛି । ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ…

ସୁଦାନ ଚୀନାମାଟି କାରଖାନାରେ ଅଗ୍ନିକାଣ୍ଡ, ୨୩ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ଦିନ ସୁଦାନର ରାଜଧାନୀ ଖାର୍‌ତୌମ ଠାରେ ଥିବା ଗୋଟାଏ ଚୀନାମାଟି କାରଖାନାରେ (ସେରାମିକ୍‌ ଫ୍ୟାକ୍‌ଟ୍ରି) ଅନ୍‌ଲୋଡ କରାଯାଉଥିବା ବେଳେ ଗ୍ୟାସ ଏକ ଟ୍ୟାଙ୍କର ବିସ୍ଫୋରିତ ହୋଇ ନିଆଁ ଲାଗିଯିବାରୁ ୨୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩୦ରୁ ଅଧିକ…

ସୁପ୍ରିମକୋର୍ଟ ଦେଲେ ଜାମିନ, ଜେଲରୁ ମୁକୁଳିବେ ଦୁର୍ନୀତିଗ୍ରସ୍ଥ ନେତା ପି. ଚିଦାମ୍ୱରମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ ଜେଲରୁ ମୁକୁଳିବେ । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଛି । ଜାମିନ ଦେବା ବେଳେ ସର୍ବୋଚ୍ଚ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ସାକ୍ଷୀମାନଙ୍କୁ…

ତାମିଲନାଡୁରେ ପ୍ରବଳ ବର୍ଷା, ୧୫ ମୃତ, ସ୍କୁଲ ଓ କଲେଜ ଛୁଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରବଳ ବର୍ଷା ହୋଇଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ୧୫ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ସ୍ଥାନୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏନ ପୁଭିରାଶନ କହିଛନ୍ତି, ଉପରସ୍ତର ବାୟୁ ଯୋଗୁଁ…

ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରୁ ପାରାଏ ପଢ଼ି ନ ପାରି ୨ ଶିକ୍ଷୟିତ୍ରୀ ନିଲମ୍ବିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର ପାଣ୍ଡେଙ୍କ ସାମ୍ନାରେ ଶନିବାର ସକାଳେ ଗୋଟାଏ ଅଷ୍ଟମ ଶ୍ରେଣୀ ଇଂରାଜୀ ପାଠ୍ୟ ପୁସ୍ତକରୁ ପାରାଏ ପଢ଼ି ନ ପାରିବା କାରଣରୁ ଉନ୍ନାଓସ୍ଥିତ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ବରିଷ୍ଠ ଏବଂ ଜଣେ ସହକାରୀ…

ଅପରାଧୀକୁ ଧରିବା ପାଇଁ ପ୍ରେମିକା ସାଜିଲେ ମହିଳା ପୁଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଜର କର୍ମ ପ୍ରତି ନିଷ୍ଠାଥିଲେ କୌଣସି କାମ ଅସଫଳ ହୁଏନି । ଅପରାଧୀକୁ ଧରିବା ପାଇଁ ପୁଲିସ ବିଭିନ୍ନ ଉପାୟ ଚିନ୍ତା କରେ । ତେବେ ମଧ୍ୟପ୍ରଦେଶର ଜଣେ ମହିଳା ପୁଲିସ ଜଣେ ମୋଷ୍ଟ୍‌ ୱାଣ୍ଟେଡ୍‌ ଅପରାଧୀଙ୍କୁ ଗିରଫ କରିବା ପାଇଁ ତାଙ୍କ ପ୍ରେମିକା ସାଜିଥିଲେ ।…

ଶିବାଜୀଙ୍କ ଗଡ ପୁନଃଉଦ୍ଧାର ପାଇଁ ୨୦ କୋଟି ଟଙ୍କା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମହା ଡ୍ରାମାର ଅନ୍ତ ଘଟିଛି । ଗତକାଲି ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଗୁରୁବାର ରାତିରେ ନିଜ କ୍ୟାବିନେଟର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଶିବାଜୀଙ୍କ ରାଜଧାନୀ ରାୟଗଡର…