ଉନ୍ମୋଚନ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି

0

ଟି-୨୦ ବିଶ୍ୱକପ ପୂର୍ବରୁ ଉନ୍ମୋଚନ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି । ନୂଆ ଜର୍ସିରେ ନଜର ଆସିଲେ ଭାରତୀୟ ମହିଳା ଓ ପୁରୁଷ ଦଳ । ଜର୍ସି ଉନ୍ମୋଚନ ହେବା ପରେ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । ଏଥର ବିଶ୍ୱକପରେ ଏହି ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଏହି ନୀଳ ରଙ୍ଗର ଜର୍ସିରେ ବିସିସିଆଇ ଲୋଗ ଉପରେ ୩ଟି ଷ୍ଟାର ଚିହ୍ନ ରହିଛି ।

SOA post below
Leave a comment