ଟସ ଜିତିଲା ଭାରତ; ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ

ଆଜି ବହୁ ପ୍ରତିକ୍ଷିତ ଏସିଆ କପ ଟି-୨୦ ମ୍ୟାଚରେ ଭାରତ- ପାକିସ୍ତାନ ମୁହାଁମୁଁହି ହେବେ I ତେବେ ଆଉ କିଛି ସମୟ ପରେ ଆରମ୍ଭ ହେବ ମ୍ୟାଚ I ତେବେ ଏହା ପୂର୍ବରୁ ଭାରତ ଟସ ଜିତିଥିବାବେଳେ ବୋଲିଂ ନିଷ୍ପତି ନେଇଛି I ଫଳରେ ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ I