ବାହୁଡ଼ା ଯାତ୍ରା ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବ୍ୟବହିତ ପୂର୍ବରୁ ଯାତ୍ରା କିପରି ଶୃଙ୍ଖଳିତ ଭାବେ ସମାପନ ହେବ ସେ ନେଇ ମଙ୍ଗଳବାର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ତଦାରଖ କରୁଛନ୍ତି । ଏହି ସମୟରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା,ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାର ପ୍ରମୁଖ ପ୍ରସ୍ତୁତି ତଦାରଖ କରିଛନ୍ତି ।

ସୂଚନା ଅନୁଯାୟୀ, କୋଭିଡ୍ ୧୯ ର ଗାଇଡଲାଇଁନ୍ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯେପରି ନିୟମ ମୁତାବକ ଯାତ୍ରା ଅନୁଷ୍ଠିତ ହେବ ଏବଂ ମହା ପ୍ରଭୁଙ୍କର ନିତିକାନ୍ତି ଶୃଙ୍ଖଳିତ ଭାବେ ଓ ସଠିକ୍ ସମୟରେ ସମାପନ ହେବ ସେ ନେଇ ଆଲୋଚନା କରିଥିଲେ ।

Leave A Reply

Your email address will not be published.