ପ୍ରକାଶ ପାଇଲା ଆଇଏସ୍ସି ଦ୍ୱାଦଶ ରେଜଲ୍ଟ

ଆଜି ପ୍ରକାଶ ପାଇଛି କାଉନସିଲ ଫର୍ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଏସଏସଇ) ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସ୍ସି) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ । ଚଳିତବର୍ଷ ଏହି ପରୀକ୍ଷାରେ ପାସ୍ ହାର ୯୯.୩୮ ପ୍ରତିଶତ ରହିଛି। ଏଥିମଧ୍ୟରୁ ଛାତ୍ରୀଙ୍କ ପାସ୍ ହାର ୯୯.୫୨ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍ ହାର ୯୯.୨୬ ପ୍ରତିଶତ ରହିଛି।
ଛାତ୍ରୀଛାତ୍ରମାନେ cisce.org ର ଅଫିସିଆଲ ୱେବସାଇଟ ଯାଇ ଫଳାଫଳ ଜାଣିପାରିବେ।