କର୍ପୁର କରିଥାଏ ଘରେ ଧନର ବର୍ଷା, କର୍ପୁର ର କେତୋଟି ଦିବ୍ୟ ଓ ଚମତ୍କାରୀ ଉପାୟ

0

ଆମେ ଆଜି ଆପଣ ମାନଙ୍କୁ କିଛି ଛୋଟ ଛୋଟ ଉପାୟ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ଥିରେ ଆପଣ ମାନେ କେବଳ କର୍ପୂର ର ବ୍ୟବହାର କରି ନିଶ୍ଚିତ ଭାବେ ନିଜର ଜିବନ କୁ ସଧେରେଇବା ସହିତ ଆପଣ ମାନେ ଧନୀ ହେବାର ବାଟ କୁ ବି ଖୋଜି ନେବେ, ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଏହି କର୍ପୂର ର ବ୍ୟବହାର ବିଷୟ ରେ ଜାଣି ନେବା । କର୍ପୂର ଆପଣ ମାନେ ଜାଣି ଥିବେ ଏହି କର୍ପୂର ର ବ୍ୟବହାର ବହୁତ କାର୍ଯ୍ୟ ମାନଙ୍କରେ ଯେମିତି କି ପୂଜା କାର୍ଯ୍ୟ ଏବଂ କିଛି ଔଷଧୀ ଭାବେ ବି ଏହାକୁ ବ୍ୟବହାର କରୁ ଥିବାର ଆପଣ ମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇ ଥିବେ ,ଏହେ କିଛି ଏମିତି ବି ଉପାୟ ରହିଛି ଜାହା ବିଷୟ ରେ ଆପଣ ମାନେ ଜାଣି ନ ଥିବେ ତେବେ ଆସନ୍ତୁ ଜାଣିବା ।

ପ୍ରଥମେ ରହିଛି, ଯେଉଁ ବ୍ୟକ୍ତି ମାନଙ୍କର କାଳ ଶର୍ପ ଦୋଷ ରହିଛି,ବା ପିତୃଦୋଶ ରହିଛି ସେମାନେ ଏହାର ଶାନ୍ତି ପାଇଁ ଶୌଚାଳୟ ରେ କିଛି କର୍ପୂର କୁ ରଖନ୍ତୁ, ତେବେ ଆପଣମାନଙ୍କ ଦୋଶ ମୁକ୍ତ ହେବ। ଯଦି ଆପଣ ମାନଙ୍କ ବିବାହ ରେ ବାଧା ଉପୁଜୁଛି ତେବେ ଆପଣ ମାନେ ପ୍ରଥମେ ୩୬ ଟି ଲବଙ୍ଗ ଏବଂ ତା ସହିତ ୬ ଟି କର୍ପୂର ନିଅନ୍ତୁ ତା ଦେହ ରେ ହଳଦୀ ଲାଗାନ୍ତୁ ,ଏବଂ ଅରୁଆ ଚାଉଳ ରେ ମିଶେଇ କରି ମା ଦୂର୍ଗା ଙ୍କୁ ଆହୁତୀ ଦିଅନ୍ତୁ ଦେଖିବେ ବିବାହ ବହୁତ ଜଲ୍ଦି ହେବ। ନିଜରଭାଗ୍ୟ ଚମକେଇବା ପାଇଁ ଆପଣ ମାନେ କର୍ପୂରର ଦୁଇ ଟୋପା ଯଦି ଗାଧୋଇବା ପାଣିରେ ମିଶାନ୍ତି ,ତେବେ ଆପଣ ମାନଙ୍କ ଭାଗ୍ୟ କିଛି ଦିନ ମଧ୍ୟ ରେ ହିଁ ଚମକି ଯିବ। ଘରେ ଯେକୈଣସି ବି ସ୍ଥାନ ରେ ବାସ୍ତୁ ଦୋଶ ସୃଷ୍ଟି ହେଉ ଥାଏ ,ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ସେହି ସ୍ଥାନ ରେ କର୍ପୂର ରଖିବା ଦ୍ୱାରା ଆପଣ ମାନଙ୍କ ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଉଡି ଯାଏ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ସୃଷ୍ଟି ହେଉ ଥିଲେ ।

ଆପଣ ମାନେ ନିଜର ପତି ଙ୍କ ତକିଆ ମଧ୍ୟ ରେ ସୁନ୍ଦର ଡବା ଏବଂ ପତି ମାନେ ନିଜର ପତ୍ନୀ ଙ୍କ ତକିଆ ରେ ଦୁଇଟି କର୍ପୂର ରଖନ୍ତୁ ଦେଖିବେ ଆପଣ ମାନଙ୍କ ମଧ୍ୟ ରେ କଳହ ବନ୍ଦ ହୋଇ ଯିବ ,ସେହି ପରି ବେଳେ ଧନୀ ହେବାକୁ ଥିଲେ ଆପଣ ମାନେ ସକାଳେ ବାସୀ କାର୍ଯ୍ୟ ସାରିବା ପରେ ଘରେ ଦୁଇଟି ଲବଙ୍ଗ ଏବଂ କର୍ପୂର କୁ ଜଣାନ୍ତୁ ଦିପ ସାହାଯ୍ୟ ରେ ଦେଖିବେ ଆପଣ ମାନଙ୍କ ଧନ ବୃଦ୍ଧି ହେବ ।

Leave A Reply

Your email address will not be published.