ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ।ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ, ଯେତେବେଳେ ଘରେ ପୁଅ କିମ୍ବା ଝିଅ ଜନ୍ମ ହୁଅନ୍ତି କିନ୍ନରମାନେ ସେହି ଘରକୁ ଯାଇ ଗୀତ ଗାଇ ଶୁଭ ମାନସୀଥାନ୍ତି। ଏହାପରେ ଯଦି ଆପଣ ସେମାନଙ୍କୁ ଭିକ୍ଷା ନ ଦେଇ ଖାଲି ହାତରେ ଫେରାଇ ଦିଅନ୍ତି ତେବେ ସେମାନେ ଅଭିଶାପ ଦେଇ ପାରନ୍ତି। ତେଣୁ ଆଦୌ ଏହି ଭୁଲ୍ କରନ୍ତୁ ନାହିଁ। ସେମାନଙ୍କୁ କିଛି ନ ଦେଇ ଘରୁ ପଠାନ୍ତୁ ନାହିଁ। ଯଦି ଆପଣ ଏପରି କରି ଦେଇଛନ୍ତି ତେବେ ଯେକୌଣସି ସ୍ଥାନରେ କିନ୍ନର ଙ୍କୁ ଦେଖନ୍ତି ତୁରନ୍ତ ଏହି ଛୋଟିଆ କାମ କରନ୍ତୁ। ତାଙ୍କୁ ଦଶ ଟଙ୍କା ଦେଇ ଏକ ଟଙ୍କା ରେଜା କଏନ ମାଗି ଆଣନ୍ତୁ।
ସେମାନଙ୍କର ପାଦ ଧରି, ସେମାନଙ୍କୁ କ୍ଷମା ମାଗନ୍ତୁ । 1 ଟଙ୍କା ମୁଦ୍ରା ମାଗନ୍ତୁ ଏବଂ ଏହାକୁ ଆପଣଙ୍କ ପର୍ସ କିମ୍ବା ଘର କୁ ନେଇଯାଆନ୍ତୁ। ଏପରି କଲେ ଆପଣଙ୍କ ଘରେ ଟଙ୍କା ର ଅଭାବ ରହିବ ନାହିଁ। କିନ୍ନର ଙ୍କ ସହ ଏପରି କିଛି ଖରାପ ବ୍ୟବହାର କିମ୍ବା କାମ କରନ୍ତୁ ନାହିଁ ଯେପରି କିନ୍ନର ମାନେ ଆପଣଙ୍କ ଉପରେ କ୍ରୋଧିତ ହେବେ କାରଣ ସେମାନଙ୍କର ଅଭିଶାପ ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ।
