ଲିଙ୍ଗରାଜ ମନ୍ଦିରର ଅବଢ଼ା ଅନ୍‌ଲାଇନ୍‌ରେ ବିକ୍ରି ଅଭିଯୋଗ, ଏତଲା ଦେଲା ବ୍ରାହ୍ମଣ ନିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ପରେ ପୁଣି ଆସିଲା ଲିଙ୍ଗରାଜ ମନ୍ଦିରର ଅବଢ଼ା ଅନଲାଇନ‌ରେ ବିକ୍ରି ଅଭିଯୋଗ। ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ବ୍ରାହ୍ମଣ ନିଯୋଗ ଏତଲା ଦେଇଛି।
ଲିଙ୍ଗରାଜ ମନ୍ଦିରର ଅବଢ଼ା ପାଇବା ପାଇଁ ଭକ୍ତ କେତେ ଆଶା ରଖିଥାନ୍ତି। ଅନ‌ଲାଇନରେ ବିକ୍ରି ଫଳରେ ଅବଢ଼ାର ମର୍ଯ୍ୟାଦା ହାନି ହେଉଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଉ। ଅବଢ଼ା ବିକ୍ରିରେ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ଅଭିଯୋଗ ନେଇ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ବ୍ରାହ୍ମଣ ନିଯୋଗ ଏତଲା ଦେଇଛି।

bjd
Sikshaya
ruchi

Leave A Reply

Your email address will not be published.