ବିଜେଡି ର ୧୪ଜଣିଆ ମୁଖପାତ୍ର ତାଲିକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବରୁ ବିଜେଡି ରେ ଥିବା ମୁଖପାତ୍ର ମାନଙ୍କ ମଧ୍ୟରେ କିଛିଟା ପରିବର୍ତ୍ତନ କରି ନୂଆ ମୁଖପାତ୍ର ତାଲିକା ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ପୁର୍ବ ତାଲିକାରୁ ଅମର ଶତପଥୀ, ଅସୀମ ଅମିତାଭ ଦାସ ବାଦ ପଡିଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ରବି ନାରାୟଣ ନନ୍ଦ, ସମୀର ଦାସ, ସସ୍ମିତ ପାତ୍ର, ସୁଲୋଚନା ଦାସ, ଅତୁନ ସବ୍ୟସାଚୀ ନାୟକ, ନୂଆକରି ଅମର ପଟ୍ଟନାୟକ, ପୁଷ୍ପେନ୍ଦ୍ର ସିଂଦେଓ, ଦେବାଶିଷ ମାର୍ଣ୍ଡି ଙ୍କୁ ନୂଆ ମୁଖପାତ୍ର ଭାବେ ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ।

Leave A Reply

Your email address will not be published.