ବୈତରଣୀ ନଦୀ ବନ୍ଧ ଯାଞ୍ଚ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ଭାବ୍ୟ ବନ୍ୟା କୁ ଦୃଷ୍ଟିରେ ରଖି ଓଡ଼ିଶା ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ହର୍ଷବର୍ଦ୍ଧନ ମହାନ୍ତି , ଅଧ୍ୟକ୍ଷଣ ଯନ୍ତ୍ରୀ ବିଜୟ ମିଶ୍ର ଓ ଯାଜପୁର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ବୈତରଣୀ ନଦୀ ବନ୍ଧ ବୁଲି ଦେଖିଥିଲେ ।

Sikshaya
Leave A Reply

Your email address will not be published.