ଭୁବନେଶ୍ୱରରେ ପହଞ୍ଚିଲେ ମାଧୁରୀ ଦିକ୍ଷୀତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ଏହି ଉତ୍ସବରେ ବହୁ ବଲିଉଡ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ସନ୍ଧ୍ୟାରେ ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଷ୍ଟେଜରେ ମାଧୁରୀ ଦେଖାଇବେ ମିଳିତ ବିଶ୍ୱର ଶକ୍ତି । ‘ଦ ଆର୍ଥ ସଙ୍ଗ’ ନାମକ ଡ୍ୟାନସ ବାଲେଟରେ ମାଧୁରୀ ୧୧୦୦ କଳାକାରଙ୍କ ସହ ନୃତ୍ୟ ପରିବେଷଣ କରିବେ । ମାଧୁରୀ ମଦର ଆର୍ଥ ଭୂମିକାରେ ଅଭିନୟ କରିବେ ।

Leave A Reply

Your email address will not be published.