ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ଭେଟି, ୫ ପ୍ରତିଶତ ବଢାଇଲେ ମହଙ୍ଗା ଭତ୍ତା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୫ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । 2020 ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁହେବ । କେବଳ ଏତିକି ନୁହେଁ ସପ୍ତମ ବେତନ କମିଶନଙ୍କ ଆଧାରରେ ମହଙ୍ଗା ଭତ୍ତା ବଢ଼ାଇବା ବକେୟା ଥିବା ୧୦ ପ୍ରତିଶତକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସରକାରୀ କର୍ମଚାରୀ ଏଣିକି ମହଙ୍ଗାଭତ୍ତା ବାବଦକୁ ଅଧିକ ୫ପ୍ରତିଶତ ମହାଙ୍ଗାଭତ୍ତା ପାଇବେ । ଏହା ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.