Browsing Category

ମହାନଗର

ଟ୍ବିନ୍ ସିଟିରେ କାଳବୈଶାଖୀ ତାଣ୍ଡବ : ଉପୁଡିଲା ଗଛ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ-ଭୁବନେଶ୍ଵରରେ ଭୋର ସମୟରେ ତାଣ୍ଡବ ରଚିଛି କାଳବୈଶାଖୀ । ଭୋର ପ୍ରାୟ ୪ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଦେଢ଼ଘଣ୍ଟା ଧରି ଜାରି ରହିଥିଲା । ଏହି ବର୍ଷା, ପବନରେ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡିଥିବାର ସୂଚନା ମିଳିଛି। କିଛି…

ମଧ୍ୟବିତ୍ତ ପରିବାରଙ୍କୁ ସହଯୋଗର ହାତ ବଢାଇଲେ ନେତାଜୀ ଯୁବକ ସଂଘ, ବାଣ୍ଟିଲେ ମାସ୍କ ଓ ଶୁଖିଲା ଖାଦ୍ଯ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଗରିବ ଅସହାୟ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ସେମାନଙ୍କ କଷ୍ଟ ଦୁର କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ମାତ୍ର ଏହି କରୋନା…

ଭୋକିଲାଙ୍କୁ ରାନ୍ଧଖାଦ୍ୟ ଯୋଗାଉଛି ମହତ୍ତ୍ୱ ଫାଉଣ୍ଡେସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଲକଡାଉନ ଜାରି ହେବା ଦିନଠାରୁ ମହତ୍ତ୍ୱ ଫାଉଣ୍ଡେସନ ପକ୍ଷରୁ ଜାରି ରହିଛି ରନ୍ଧା ଖାଦ୍ୟ ବଣ୍ଟନ । ସେମାନେ ବିଭିନ୍ନ ସ୍ଥାନରେ ଥିବା ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ଅନେକ ଯୁବକ ସ୍ବଇଚ୍ଛାରେ ଆସି ରନ୍ଧା ଖାଦ୍ୟ ବିତରଣରେ ମହତ୍ତ୍ୱ ଫାଉଣ୍ଡେସନ…

ବିନା ରାସନ କାର୍ଡଧାରୀଙ୍କୁ ସହଯୋଗର ହାତ ବଢାଇଲା ଏମ. ଜି. ମହାନ୍ତି ଓ ସାଇ ଟ୍ରଷ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ବିପତ୍ତି ସମୟରେ ସରକାର ରାସନ କାର୍ଡଧାରୀଙ୍କୁ ସହଯୋଗ କରିଥିବା ବେଳେ ବିନା ରାସନ କାର୍ଡଧାରୀଙ୍କ ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ଥିଲା । ମାତ୍ର ଏମ/ଏସ ଏମ. ଜି. ମହାନ୍ତି ଓ ସାଇ ଟ୍ରଷ୍ଟ ଏହି କଷ୍ଟ ଅନୁଭବ କରିବା ସହ ସେମାନଙ୍କ ଆଡକୁ ସହଯୋଗର ହାତ ବଢାଇଛି ।…

ମାର୍କେଟ କମ୍ପ୍ଲେକ୍ସ ଠାରୁ ଅଲଗା ଥିଲେ ଦୋକାନ ଖୋଲିପାରିବ, ଚା’ ଓ ପାନ ଦୋକାନ ଉପରେ କଟକଣା ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ ସେନେଇ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡ଼ିକ ଖୋଲିପାରିବ ।…

ମହତ୍ତ୍ୱ ଫାଉଣ୍ଡେସନ ପକ୍ଷରୁ ମହତ କାର୍ଯ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେ଼ଇ କରୁଛି । ଏହି ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଆମ ରାଜ୍ୟରେ ଥିବା ଖଟିଖିଆ ଓ ଦିନମଜୁରିଆଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଗରିବ ଅସହାୟ…

ଅସହାୟ ଲୋକଙ୍କୁ ମାସ୍କ, ରାସନ ଓ ରନ୍ଧାଖାଦ୍ୟ ବିତରଣ କଲା କେୱାନ ଗ୍ରୁପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେ଼ଇ କରୁଛି । ଏହି ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଆମ ରାଜ୍ୟରେ ଥିବା ଖଟିଖିଆ ଓ ଦିନମଜୁରିଆଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଗରିବ…

କ୍ଷୀର, ଦହି ଆଳରେ ବିକ୍ରି ହେଉଛି ଜଳଖିଆ ଓ ମିଠା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରକୁ ରାଜ୍ୟର କରୋନା ସଂକ୍ରମଣ ହଟସ୍ପଟ କୁହାଯାଉଛି । ରାଜ୍ୟର ଅନେକ ସ୍ଥାନରେ ଲକ ଡାଉନ ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଥିଲେ ମଧ୍ୟ ଭୁବନେଶ୍ୱର ଓ କଟକ ରେ ଲକ ଡାଉନ ନିୟମକୁ ବଳବତ୍ତର ରଖାଯାଇଛି । ମାତ୍ର ସହିଦନଗର ର ଏକ ଗାଙ୍ଗୁରାମ କ୍ଷୀର ଓ ଦହି…

ଅମରେଶ ଜେନାଙ୍କ ସହଯୋଗରେ ୪୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଲା ଆଧ୍ୟାତ୍ମିକ ବିଦ୍ୟାପୀଠ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ଫଳରେ ରାଜଧାନୀରେ ଥିବା ସମସ୍ତ ଦିନ ମଜୁରିଆ ଶ୍ରେଣୀର ଲୋକ ନିଜ ରୋଜଗାର ହରାଇ ବସିଛନ୍ତି । ତେଣୁ ତାଙ୍କ ପରିବାର ଲୋକଙ୍କ ଅବସ୍ଥା କହିଲେ ନସରେ । ଏହି ଲକ ଡାଉନରେ…

ଆଇପିଏସ ଅଫିସର ଅମିତାଭ ଠାକୁରଙ୍କ ଶଶୁରଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶଶୁର କେ.ଏସ. ରାଜହଂସଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ରାଜହଂସ ୧୯୬୩ ବ୍ୟାଚର ଆଇଏଫଏସ ଅଫିସର ଥିଲେ । ସେ କିଛି ବର୍ଷ ତଳେ ଅବସର ନେଇଥିଲେ । ସେ କର୍କଟ ରୋଗରେ ପିଡିତ ଥିଲେ ଏବଂ ମୁମ୍ବାଇରେ ଚିକିତ୍ସାଧିନ ଅବସ୍ଥାରେ…