ପଛପଟୁ ଛୁରାମାରି ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରକିଆ ପ୍ରୀତିରୁ ନିରଞ୍ଜନ ସରଦାର ନାମକ ଜଣେ ଯୁବକଙ୍କୁ ହତ୍ଯା କରାଯାଇଛି । ଏହି ଘଟଣାଟି ଆଇଏମପିଭି ୩୮ ନିକଟରେ ଘଟିଛି ।

ସୂଚନା ଅନୁଯାୟୀ, ଗତ କାଲି ରାତି ଭେଜଙ୍ଗିଗୁଆ ଯାତ୍ରା ଦେଖି ବାକୁ ଯାଉଥିବା ସମୟରେ ହଟାତ ସମୀର ବୈରାଗୀ ନାମକ ଏକ ଯୁବକ ନିରଞ୍ଜନଙ୍କୁ ପଛପଟୁ ଛୁରାରେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହି ନିରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିଲା । ବିଳମ୍ବିତ ରାତିରେ କିଛି ଲୋକ ମୃତଦେହ ଦେଖି ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି । ସମୀରର କହିବା ମୁତାବକ ତା ସ୍ତ୍ରୀ ସହ ନିରଞ୍ଜନର ସମ୍ପର୍କ ଥିବାରୁ ସେ ନିରଞ୍ଜନକୁ ହତ୍ୟା କରିଛି।

Leave A Reply

Your email address will not be published.