୨୬ ଟି ହୋଟେଲ ଓ ଦୋକାନ କୁ ନୋଟିସ ଜାରିକଲା ଅଗ୍ନିଶ୍ରମ ବିଭାଗ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଭୁବନେଶ୍ୱର ର ବିଭିନ୍ନ ସ୍ଥାନ ରେ ଥିବା ହସ୍ପିଟାଲ ହୋଟେଲ ଓ ସପିଙ୍ଗ ମଲ ରେ କିଛିଦିନ ପୂର୍ବେ ଚଢ଼ାଉ କାରାଯାଇଥିଲା। ସେଥି ମଧ୍ୟରୁ ୨୬ ଟି ର ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଥିଲା । ତା ମଧ୍ୟରୁ ପୂର୍ବରୁ ନୋଟିସ ପାଇ ନିରବ ସାଜିଥିବାରୁ ଦୁଇଟି ହୋଟେଲ କୁ ମଧ୍ୟ ସିଲ କରିଥିଲା ଅଗ୍ନିଶ୍ରମ ବିଭାଗ । ଅନ୍ୟ ୨୪ ଜଣ  ଙ୍କୁ ନୋଟିସ ଜାରି କରାଯିବ। ନୋଟିସ ପାଇବା ଦୁଇ ମାସ ମଧ୍ୟରେ ଅଗ୍ନିନିରାପତ୍ତା ବ୍ୟବସ୍ଥା କୁ ତ୍ବରାନ୍ବିତ କରାନଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ଅଗ୍ନିଶମ ବିଭାଗର ଡ଼ି ଜି ପି ବି.କେ. ଶର୍ମା କହିଛନ୍ତି।

ଏହା କଲ୍ୟାଣ ଜୁଏଲର ରୁ ଆରମ୍ଭ ହେବ ଏବଂ ଅନ୍ୟମାନେ ହେଲେ ହୋଟେଲ କ୍ରାଉନ, ହୋଟେଲ ସ୍ୱସ୍ତି ଗ୍ରାଣ୍ଡ , ହୋଟେଲ ଫର୍ଟୁନ, ହୋଟେଲ ସୂର୍ଯ୍ୟାନ୍ସ, ହୋଟେଲ ଇମ୍ପେୟାର, ବି ଏମ ସି କେଶରୀ ମଲ , ହୋଟେଲ ପ୍ରେସିଡେନ୍ସି, ବଜ଼ାର କୋଲକତା ଶୋପିଙ୍ଗମଲ ବାପୁଜିନଗର , ଏଫ ବି ବି ଶୋପିଙ୍ଗମଲ ଖାରବେଳନଗର, ଆଲିସାନ ।

Sikshaya
Leave A Reply

Your email address will not be published.