ମାଲେସିଆରେ ଓଡ଼ିଆ କ୍ରୀଡ଼ାପ୍ରେମୀ ନିଜସ୍ଵ ଖର୍ଚ୍ଚରେ କଲେ ହକି ବିଶ୍ୱକପର ପ୍ରଚାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ନଭେମ୍ବର ୨୭ ତାରିଖରେ ହେବକୁ ଥିବା ପୁରୁଷ ହକି ବିଶ୍ୱକପର ପ୍ରଚାର ପାଇଁ ଭୁବନେଶ୍ବରରେ ୩୬୦ ଦିନିଆ ଅଭିଯାନ ଆରମ୍ଭ ହୋଇଥିଲା । ମାଲେସିଆରେ କିଛି ଓଡ଼ିଆ ପ୍ରେମୀ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି । ଓଡିଶା କାଟରର ଓ ଟେଣ୍ଟ ହାଉସ ସଂଘ ନିଜ ସମ୍ବଳରେ ଭୁବନେଶ୍ୱରରେ ଆୟୋଜିତ ଏହି ବିଶ୍ୱକପର ପ୍ରଚାର ପାଇଁ ମାଲେସିଆର ବିଭିନ୍ନ ସ୍ଥାନରେ ଦୁଇ ଦିନିଆ କାର୍ଯ୍ୟକ୍ରମ କରିଥିଲା ।

Sikshaya
Leave A Reply

Your email address will not be published.