୧୮ରୁ ପ୍ରବଳ ବର୍ଷିବ; ଅରେଞ୍ଜ ୱାର୍ଣ୍ଣିଂ ଜାରି

0

ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ ବର୍ଷା । ୧୮ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପଟେ ୧୯ରୁ ଲଘୁଚାପ ପାଇଁ ବର୍ଷାର ପରିମାଣ ବଢିବା ନେଇ ଆଶା କରାଯାଉଛି । ଯାହା ୨୦ ତାରିଖ ଯାଏ ଜାରି ରହିବ l ତେବେ ଏହି ୨ ଦିନ ପାଇଁ ପାଣିପାଗ ବିଭାଗ ଜାରି କରିଛି ଅରେଞ୍ଜ ୱାର୍ଣ୍ଣିଂ ।

ପୂର୍ବରୁ ଲଘୁଚାପ ବର୍ଷା ପାଇଁ ଜଳସ୍ତର ବୃଦ୍ଧି ପାଇଥିଲା l ଫଳରେ ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ପୁଣି ଆଗକୁ ଲଘୁଚାପ ଯୋଗୁ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି l

SOA post below
Leave a comment