ପ୍ରକାଶ ପାଇଲା OJEE ରେଜଲ୍ଟ

0

ପ୍ରକାଶ ପାଇଲା ଚଳିତ ବର୍ଷର OJEE ରେଜଲ୍ଟ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ବାହାରିଛି ।    ରେଜଲ୍ଟ ଘୋଷଣା କଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ରାଙ୍କ ହାସଲ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ବୈଷୟିକ ମନ୍ତ୍ରୀ। www.ojee.nic.inରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ୪୭ ହଜାର ୭୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

SOA post below
Leave a comment