କ୍ୱାରେଣ୍ଟିନ ହୋମରେ ଜଣେ ବ୍ୟକ୍ତିର ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାଗଡ ଜିଲ୍ଲା ବାହାଡାଝୋଲା କ୍ୱାରେଣ୍ଟିନ ହୋମରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ହୋଇ ନଥିବା ବେଳେ ହୃତଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ଅନୁମାନ କରାଯାଉଛି ।

ଅପରପକ୍ଷରେ ଜିଲ୍ଲାପ୍ରଶାସନ ମୃତ ବ୍ୟକ୍ତିର ସମସ୍ତ ପ୍ରକାର ଦାୟିତ୍ୱ ନେଇ ଆଇନ ଗତ ଭାବେ ଯାହା ବ୍ୟବସ୍ଥା କରାଯିବା କଥା ସେ କଥା ନିଜେ ଜିଲ୍ଲାପାଳ ବୁଝୁଥିବା ଜଣାପଡିଛି ।

Leave A Reply

Your email address will not be published.