ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟ By ଓଡିଶା ଫାଷ୍ଟ ବ୍ୟୁରୋ Last updated Apr 23, 2018 0 Share ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାନ୍ତ ରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ସନ୍ଧ୍ୟା ୫ଟାରେ କ୍ୟାପିଟାଲ ହସ୍ପିଟାଲ କୁ ଆସିଥିଲେ। ଦାନ୍ତ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କୁ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ସେ ଆଶ୍ୱସ୍ତି ଅନୁଭବ କରିଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ 0 Share FacebookTwitterGoogle+ReddItWhatsAppPinterestEmail