ବାଜି ମାରିଲା ପାକିସ୍ତାନ

ଆଜି ଚାଲିଥିବା ମ୍ୟାଚରେ ଭାରତକୁ ପରାସ୍ତ କରି ପାକିସ୍ତାନ ବିଜୟୀ ହୋଇଛି l ଟସ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା l ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୧ ରନ କରି ୧୮୨ ରନ କରିବାର ଟାର୍ଗେଟ ଦେଇଥିଲା ପାକିସ୍ତାନକୁ, ପରିଶେଷରେ ପାକିସ୍ତାନ ୧୮୨ ରନ କରି ଭାରତକୁ ହରାଇ ବିଜୟ ହାସଲ କଲା l