ପାଟଣା IIC ସଂଧ୍ୟାରାଣୀ ସସ୍‌ପେଣ୍ଡ : ଥାନାରେ ଯୁବକଙ୍କୁ ଗଡେଇ ତଡେଇ ମାରିଥିଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହଙ୍ଗା ପଡିଲା ଥାନା ଭିତରେ ଥାର୍ଡ ଡିଗ୍ରୀ। ଏଥିପାଇଁ କେନ୍ଦୁଧଝର ପାଟଣା ଥାନା ଆଇଆଇସି ସସ୍‌ପେଣ୍ଡ ହୋଇଛନ୍ତି। ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ କରିଛନ୍ତି ଓଡିଶା ପୋଲିସ ଡିଜି ଅଭୟ ।

ସୂଚନାଯୋଗ୍ୟ ଯେ, ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଲକଡାଉନ୍ ସମୟରେ ସାଧାରଣ ଲୋକଙ୍କୁ ପିଟିବା ଅଭିଯୋଗ ହେଉଥିଲା । କିନ୍ତୁ କୌଣସି କାରଣରୁ ଥାନାକୁ ଡାକି ପାଟଣା ଥାନା ଅଧିକାରିଣୀ ଜଣେ ଯୁବକକୁ ପ୍ରହାର ସାଙ୍ଗକୁ ଗୋଇଠା ମାଡ଼ ମାରୁଥିଲେ। ତାହାର ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଥିଲା ।

Leave A Reply

Your email address will not be published.