ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ରାଜ୍ୟରେ କୋଭିଡ ଲକଡାଉନ କାରଣରୁ ସ୍ଥଗିତ ରହିଥିବା ଜଣାପଡ଼ିଛି। ମେ ୧୬ରେ ଉପ ନିର୍ବାଚନ ହେବାର ଥିଲା।

Leave A Reply

Your email address will not be published.