ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଂଉଟ ହ୍ୟାକ୍ ହୋଇଛି। ଗତକାଲି ରାତ୍ରି ପ୍ରାୟ ୩ଟା ୧୫ ମିନିଟରେ ହ୍ୟାକ୍ ହୋଇଥିବା ଜଣାପଡିଛି। ବ୍ୟକ୍ତିଗତ ଆକାଂଉଟରେ ଅଛନ୍ତି ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି। ଆକାଉଣ୍ଟ ହ୍ୟାକ୍‌ ହେବା ପରେ ଟ୍ୱିଟର କର୍ତ୍ତୃପକ୍ଷ ତୁରନ୍ତ ଏହି ଆକାଉଣ୍ଟରୁ ହୋଇଥିବା ଟ୍ୱିଟ୍‌କୁ ଡିଲିଟ କରିଛନ୍ତି ।

Leave A Reply

Your email address will not be published.