ପୋଖରୀପୁଟ ଡିଏଭି ସ୍କୁଲର ସାଇଜ୍ୟୋତି ଜିତିଲେ ‘ସୁରକ୍ଷା କପ-୨୦୧୮’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶାଖାପାଟଣାର ସ୍ୱର୍ଣ୍ଣ ଭାରତୀ ଇନଡୋର ଷ୍ଟାଡିଅମରେ ୫ମ ଓପନ କରାଟେ ଚମ୍ପିୟାନ ସିପ ‘ସୁରକ୍ଷା କପ-୨୦୧୮’ ଅନୁଷ୍ଠିତ ହୋଇଯାଇଛି । ଏହି ‘ସୁରକ୍ଷା କପ- ୨୦୧୮’ ପୋଖରୀପୁଟ ଡିଏଭି ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ସାଇଜ୍ୟୋତି ମହାନ୍ତି ସ୍ଵର୍ଣ ପଦକ ହାସଲ କରିଛନ୍ତି ।

ସାଇଜ୍ୟୋତି ନିଜର କଠିନ ପରିଶ୍ରମ ଦ୍ୱାରା ଏହି ପଦକ ହାସଲ କରିପାରିଛନ୍ତି । ତେବେ ସେ କୋଚ ଭାଲେନା ଭାଲେଣ୍ଟିନାଙ୍କୁ ଏହି ପଦକ ଜିତିବାର ସମସ୍ତ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.