ପ୍ରଭାତଙ୍କୁ ମିଳିଲା ଜାମିନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସି-ସୋର ଚିଟ୍‌ଫଣ୍ଡ୍‌ ଲିଙ୍କରେ ସିବିଆଇ ଟାଙ୍ଗୀ-ଚୌଦ୍ୱାର ବିଜେଡି ବିଧାୟକ ପ୍ରଭାତଙ୍କୁ ଜେରା ପାଇଁ ଡାକି ଗିରଫ କରିଥିଲା ।

ଗତ କିଛି ମାସ ଧରି ଶାରୀରିକ ଅସୁସ୍ଥତା ଦେଖାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ। ଓଡ଼ିଶା ହାଇକୋର୍ଟ ଆଜି ପ୍ରଭାତଙ୍କର ୨ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ୨ମାସ ପରେ ଯାଇ ସେ କୋର୍ଟରେ ହାଜର ହେବାପାଇଁ ହାଇକୋର ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା କ୍ରମେ

ସି-ସୋର ଚିଟ୍‌ଫଣ୍ଡ ଜମି କିଣାବିକା ଲିଙ୍କ ରେ ପ୍ରଭାତ ଏବଂ ତାଙ୍କ ପତ୍ନୀ କୁ ମାରାଥନ ଜେରା କରିବା ପରେ ପ୍ରଭାତ ଙ୍କୁ ଗିରଫ କରିଥିଲା ସିବିଆଇ।

 

Leave A Reply

Your email address will not be published.