ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁରୀ ଶ୍ରୀମନ୍ଦିରରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଦ୍ଵାରା ତା ୧୩.୦୫.୧୯୭୮ରିଖ ଠାରୁ ତା ୨୩.୦୭.୧୯୭୮ରିଖ ମଧ୍ୟରେ ରତ୍ନଭଣ୍ଡାରର ତାଲିକା ଗୃହରେ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।
(ଭିତର ଓବାହାର)ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେ ସମୟରେ ରତ୍ନଭଣ୍ଡାରରେ ଥିବା ଜିନିଷ ମାନେ ହେଲା
ଦ୍ରବ୍ୟ ପରିମାଣ
———— ————-
ସୁନା ଅଳଙ୍କାର ୧୨୮୩୧ଭରୀ
ରୂପା ଅଳଙ୍କାର ୨୨୧୫୩ ଭରୀ
ଏହା ବ୍ୟତୀତ ୧୪ଟି ସୁନା ଓ ରୂପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବାରୁ ଏହା ତାଲିକା ଅନ୍ତର୍ଭୁକ୍ତ ନୁହେଁ।
ଓଡ଼ିଶାର ୨୩ଟି ଜିଲ୍ଲାରେ ସାବିକ ବନ୍ଦୋବସ୍ତ ରେକର୍ଡ ଅନୁସାରେ ଏ.୬୦,୪୧୮.୩୫୩ଡ଼ି ପରିମିତ ଜମି ଚିହ୍ନଟ କରାଯାଇଅଛି। ତନ୍ମଧ୍ୟରୁ ଅଦ୍ୟାବଧି ଏ.୩୩,୮୪୩.୬୪୩ଡ଼ି ପରିମିତ ଜମି ଶ୍ରୀମନ୍ଦିର ନାମରେ ରେକର୍ଡ ପ୍ରସ୍ତୁତ ଅଛି।