ରାୟଗଡା ସାମ୍ବାଦିକ ସଙ୍ଘଠନ ପକ୍ଷରୁ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସମାଜରେ ଚତୁର୍ଥ ସ୍ତମ୍ଭ ଅସୁରକ୍ଷିତ । ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକ ଆକ୍ରମଣର ଶିକାର ହୋଉଛନ୍ତି । ସରକାର ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଇଛନ୍ତି ।

ଏହି କ୍ରମରେ ଆଜି ଜିଲ୍ଲା ପଦ୍ମପୁର ବ୍ଳକ ସାମ୍ବାଦିକ ସଙ୍ଘଠନ ପକ୍ଷରୁ ଶାନ୍ତିପୂର୍ଣ ଭାବେ ସୁନାରୀ ଘାଇ ଛକ ଠାରୁ ବ୍ଳକ କାର୍ଯ୍ୟଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟଳୟ ଠାରେ ଦିନ ୧୦ ଟା ରୁ ମଧ୍ୟହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ପ୍ରତିବାଦ କରାଯାଇଥିଲା । ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ସ୍ଥାନୀୟ ବିଡ଼ିଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.