ଚାକିରୀ ଗଲା ସୁନା କାନଫୁଲ ବି ହଜିଲା, କାନ୍ଦି କାନ୍ଦି କହିଲେ ଆଶା ସାଥି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡା ଜିଲ୍ଲାରେ ଆଶା ସାଥି ଏ.ଆଇ.ୟୁ.ସି କମିଟିର ବିକ୍ଷୋଭ ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ୭୧ ଜଣ ଆଶା ସାଥୀଙ୍କୁ ଚାକିରିରୁ ବହିଷ୍କୃତ କରିବା କୁ ନେଇ ଆଶା ସାଥି ଏ.ଆଇ.ୟୁ.ସି କମିଟିର ବିକ୍ଷୋଭ । ଆଶା ସାଥୀଙ୍କ ଦ୍ୱାରା ଜିଲ୍ଲାପାଳ ଙ୍କ ଅଫିସ ଘେରାଉ ସମୟରେ ପୋଲିସ ସହ ଧସ୍ତାଧସ୍ତି । ଏହି ଧସ୍ତାଧସ୍ତି ରେ ୨ଜଣ ଆହତ ହୋଇଛନ୍ତି। ଏହି ଧସ୍ତାଧସ୍ତି ସମୟରେ ଆଶା ସାଥି କବିତାଙ୍କ କାନଫୁଲ ହଜିଯିବାରୁ ସେ କାନ୍ଦି କାନ୍ଦି କହୁଥିଲେ ଚାକିରୀ ଗଲା ସୁନା କାନଫୁଲ ବି ହଜିଲା ।

Leave A Reply

Your email address will not be published.