ଭାରତରେ ବ୍ୟାନ ହେଲା ‘ପବ୍ ଜି’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭାରତ ଓ ଚୀନ ମଧ୍ୟରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଜାରି ରହିଛି। ଆଉ ଇତିମଧ୍ୟରେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ‘ପବ୍ ଜି’ ସମେତ ୧୧୮ଟି ଚାଇନିଜ ମୋବାଇଲ ଆପ୍ ବ୍ୟାନ୍ କରିଛନ୍ତି। ଦେଶର ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.