ଆମେରିକାରୁ ଫେରି ଆଇସୋଲେସନରେ ଭର୍ତ୍ତି ହେଲେ ପୁରୀ ଗଜପତି ମହାରାଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାରୁ ଫେରି ଆଇସୁଲେସନରେ ଭର୍ତ୍ତି ହେଲେ ଗଜପତି ମହାରାଜ । ପୁରୀ ରାଜା ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ତାଙ୍କ ପରିବାର ସଦସ୍ୟ , ଯେଉଁମାନେ ଆମେରିକାର ବିଭିନ୍ନ ସହର ପରିଦର୍ଶନ କରିବା ପରେ ମାର୍ଚ୍ଚ ୧୫ରେ ଓଡ଼ିଶାକୁ ଫେରିଥିଲେ। ସେମାନେ ଓଡ଼ିଶା ସରକାରଙ୍କ ପୋର୍ଟାଲରେ ଅନଲାଇନ ପଞିକରଣ କରିଛନ୍ତି । ଆସନ୍ତା ୧୪ଦିନ ଯାଏଁ ସେମାନେ ଭୁବନେଶ୍ୱର ସ୍ଥିତ ସହିଦ ନଗର ବାସଭବନରେ ଆଇସୋଲେସନରେ ରହିବେ ବୋଲି ଗଜପତି ମହାରାଜାଙ୍କ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ।

Leave A Reply

Your email address will not be published.