ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଆଜିଠୁ ଲାଗିଲା କଟକଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାକୁ ନେଇ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଆଜିଠୁ କଟକଣା। ଜିଲ୍ଲା ବାହାରକୁ ମହାପ୍ରସାଦ ପଠାଯିବା ଉପରେ ରୋକ ଲଗାଯାଇଛି। ଆବଶ୍ୟକ ଅନୁଯାୟୀ ମହାପ୍ରସାଦ ରନ୍ଧାଯାଉଛି। ସେବାୟତଙ୍କ ଭିତରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜିଠୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.