ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଥମ ଦୁଇଦିନ ପୁରୀ ସେବାୟତଙ୍କ ପରିବାରକୁ ଦର୍ଶନ କରିବାର ସୁଯୋଗ ମିଳିବ। ଏହାପରେ ପୁରୀ ସହରବାସୀ ଦର୍ଶନ କରିବେ। ପର୍ଯ୍ୟାୟକ୍ରମେ ୱାର୍ଡବାସୀନ୍ଦା ମାନେ ମହାପ୍ରଭୁଙ୍କ ଦର୍ଶନ କରିବେ।