କେନ୍ଦ୍ର ସରକାରଙ୍କର ସବୁଠାରୁ ଦକ୍ଷ ମନ୍ତ୍ରାଳୟ କ’ଣ: ରାହୁଲ ଗାନ୍ଧୀ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): କରୋନା ସଙ୍କଟକୁ ନେଇ କଂଗ୍ରେସ କେନ୍ଦ୍ରକୁ ଲଗାତାର ପ୍ରଶ୍ନ ପଚାରବାରେ ଲାଗିଛି । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ପ୍ରଶ୍ନ ପଚାରିଛନ୍ତି ଓ ନିଜେ ଏହାର ଉତ୍ତର ଦେଇଛନ୍ତି । ରାହୁଲ ଗାନ୍ଧୀ ପଚାରିଛନ୍ତି ଯେ, ଭାରତ ସରକାରଙ୍କ ସବୁଠାରୁ ଦକ୍ଷ ମନ୍ତ୍ରାଳୟ କ’ଣ? ପ୍ରଶ୍ନ ପଚାରିବା ପରେ ରାହୁଲ ଏହାର ଉତ୍ତର ମଧ୍ୟ ଦେଇଛନ୍ତି । ରାହୁଲ ଲେଖିଛନ୍ତି ଯେ, ଭାରତ ସରକାରଙ୍କର ଏକ ଗୁପ୍ତ ମନ୍ତ୍ରଣାଳୟ ଅଛି, ଯାହାକି ମିଥ୍ୟା ସ୍ଲୋଗାନ ଦେଇଥାଏ । ଏହି ମନ୍ତ୍ରଣାଳୟ ମିଛ ପ୍ରତିଶୃତି ଦେବା ସହ ମିଛ ପ୍ରଚାର ମଧ୍ୟ କରିଥାଏ ।

Leave A Reply

Your email address will not be published.