ଚାଷ ଜମିରେ ମାଡ଼ିଲା ବର୍ଷା ପାଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁରର ଧର୍ମଶାଳା ବ୍ଲକ ର ଅନେକ ଚାଷ ଜମିରେ ପାଣି ମାଡିଯିବାରୁ କଲରା ଚାଷୀ ଙ୍କୁ କ୍ଷତି ସହିବାକୁ ପଡୁଛି।

Leave A Reply

Your email address will not be published.