କଂଗ୍ରେସ ହାତ ଛାଡି ରାଜୁ ହେବେ ବିଜେପି ତିର୍ତ୍ତୋଲ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି କଂଗ୍ରେସର ହାତ ଛାଡିବେ ରାଜକିଶୋର ବେହେରା । ରାଜକିଶୋର ବିଜେପି ଯୋଗଦେବା ସହ ତିର୍ତ୍ତୋଲ ଉପନିର୍ବାଚନ ପ୍ରାର୍ଥୀ ହେବା ସ୍ଥିର ହୋଇସାରିଛି । ରାଜୁ ତିର୍ତ୍ତୋଲର ଜଣେ ଲୋକପ୍ରିୟ କଂଗ୍ରେସ ନେତା । ସେ ବିଜେପିରେ ଯୋଗଦେବା ଦଳକୁ ଅଧିକ ମଜଭୁତ କରିବ ବୋଲି ଆଶା ପୋଷଣ କରିଛି । ବିଜେଡ଼ି ସହ ଟକ୍କର ଦେବାକୁ ବିଜେପି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେଉଥିବା ସୂଚନା ଦେଉଛି ।

ବର୍ତ୍ତମାନ ସୁଦ୍ଧା କଂଗ୍ରେସ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ବିଜେପି ମଧ୍ୟ ପ୍ରସ୍ତୁତ ଅଛି ମାତ୍ର ବିଜେଡ଼ି ନିଜ ପ୍ରାର୍ଥୀ ସ୍ଥିର କରିବା ନେଇ ଅନିଶ୍ଚିତତା ଲାଗିରହିଛି ।

Sikhsya
Barta

Leave A Reply

Your email address will not be published.