ରାଉରକେଲାରେ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ୍‌: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଉରକେଲାରେ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଆୟୋଜନ ହେବାକୁ ଥିବାବେଳେ ଏହି ଷ୍ଟାଡିୟମରେ ମଧ୍ୟ ମ୍ୟାଚ ଖେଳାଯିବ। ଏହି ହକି ଷ୍ଟାଡିୟମରେ ୨୦,୦୦୦ ହଜାରରୁ ଅଧିକ ଲୋକେ ବସି ମ୍ୟାଚ୍ ଦେଖିପାରିବେ ଓ ଏଥିରେ ଅନେକ ଆଧୁନିକ ବ୍ୟବସ୍ଥା ରହିବ।
ଏହି ହକି ବିଶ୍ୱ କପ୍ ରାଜ୍ୟର ଦୁଇଟି ଜାଗା ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ। ଏହି ଅବସରରେ ସାରା ବିଶ୍ବ ହକିର ବୃହତ୍ ଷ୍ଟାଡିୟମ‌କୁ ଦେଖିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

bjd
Sikshaya
ruchi

Leave A Reply

Your email address will not be published.