ନାକପୋଲ-ମାଣ୍ଡିଆ ରାସ୍ତା ର ପୁନରୁଦ୍ଧାର

0

ପୂର୍ତ୍ତ ବିଭାଗ ଅଧିନସ୍ଥ ନାକପୋଲ-ମାଣ୍ଡିଆ ରାସ୍ତା ର ସୁଦୃଢ଼ୀକରଣ ପାଇଁ ପାଞ୍ଚ କୋଟି ଟଙ୍କାର ଅଟକଳରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଲବନ୍ତରୟ ଓ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତାରକାନ୍ତ ମିଶ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Sikshaya
Leave A Reply

Your email address will not be published.