ସକାଳ ୧୧ଟା ସୁଦ୍ଧା ଫଳାଫଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ଫଳାଫଳ ଘୋଷଣା । ସମସ୍ତ ନେତାଙ୍କ ହୃତସ୍ପନ୍ଦନ ବଢି ଯାଇଛି । ପ୍ରଥମ ରାଉଣ୍ଡ ଗଣତି ପରେ ସକାଳ ୧୧ ସୁଦ୍ଧା ୧୦୫ ବିଧାନସଭା ଆସନର ଫଳାଫଳ ଏପରି ଥିଲା :

* ବିଜେଡି : ୭୫ଟି ଆସନରେ ଆଗୁଆ ଅଛି

* ବଜେପି : ୧୮ଟି ଆସନରେ ଆଗୁଆ ଅଛି

* କଂଗ୍ରେସ : ୧୨ଟି ଆସନରେ ଆଗୁଆ ଅଛି

* ଅନ୍ୟ : ଖାତା ଖୋଲି ପାରି ନାହାନ୍ତି

ସେହିପରି ୨୧ ଲୋକସଭା ଆସନର ଫଳାଫଳ :

* ବିଜେଡି : ୧୨ଟି ଆସନରେ ଆଗୁଆ ଅଛି

* ବିଜେପି : ୮ଟି ଆସନରେ ଆଗୁଆ ଅଛି

* କଂଗ୍ରେସ : ୧ଟି ଆସନରେ ଆଗୁଆ ଅଛି

Leave A Reply

Your email address will not be published.